#ଗାଁକୁ_ରାସ୍ତା_ନିର୍ମାଣ_କରିବାରେ_ବିଫଳ_ରାଜ୍ୟ_ସରକାର
୨୧ ବର୍ଷ ଶାସନ ପରେ ବି ଗାଁକୁ ରାସ୍ତା ଖଣ୍ଡେ ନିର୍ମାଣ କରିବାରେ ବିଫଳ ରାଜ୍ୟ ସରକାର । ଫଳରେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଡେଲାଙ୍ଗ ବ୍ଲକ ପାଞ୍ଚବାଟିଆ ଗ୍ରାମବାସୀ । ଗାଁକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ପ୍ରାଣ ହରାଇଛନ୍ତି ଜଣେ ବୃଦ୍ଧା ।
#ArgusNews #Odisha #ArgusNewsTv #Puri #Pipili #RoadProblem