ଗାଁଠାରୁ ସହରର ଯାଏ ପ୍ରତି ଘରେ ଶୁଭିବ ଲକ୍ଷ୍ମୀ ପୁରାଣର ଗୀତ । ଘରକୁ ଆସିବେ ମା’ ଲକ୍ଷ୍ମୀ। ଦିନ କେଇଟା ପରେ ଘରେ ଘରେ ପୂଜା ପାଇବେ ମା ପଦ୍ମମାଳୟା।ସେଥିପାଇଁ ରାଜଧାନୀ ରେ ଜମିଲାଣି ବେପାର। ଧାନ ମେଣ୍ଟା , ମାଣ , ଫୁଲ ,ଆଖୁ , ନଡିଆର ପସରା ମେଲିଛି। ଧାନ ମେଣ୍ଟା କେଉଁଠି ୫୦ ତ କେଉଁଠି ୭୦ ଟଙ୍କାରେ ବିକ୍ରି ହୋଇଛି।
#Odisha #ArgusNews #maalaxmi #goddesslaxmi #puja #manabasa #manabasagurubar