କଟକ ଜିଲ୍ଲା ବାଙ୍କୀ ଡମପଡା ବ୍ଲକ ଢ଼ଅଂସର ଗ୍ରାମରେ ଦେଖିବାକୁ ମିଳୁଛି ଭିନ୍ନ ଏକ ଦୃଶ୍ୟ । ଗାଁର ୨୫ ରୁ ଅଧିକ ମହିଳା ଓ ଯୁବତୀ ଏକାଠି ହୋଇ ନେଉଛନ୍ତି ଚିତ୍ରକଳା ପ୍ରଶିକ୍ଷଣ । ଗାଁରେ ପାରମ୍ପରିକ ଚିତ୍ରକଳା ବଞ୍ଚିରହୁ ଓ ଗ୍ରାମବାସୀ ଏହାକୁ ଜୀବିକା କରନ୍ତୁ ଏଭଳି ଆଭିମୁଖ୍ୟ ନେଇ ମାଗଣାରେ ଚିତ୍ରକଳା ଶିକ୍ଷା ଦେଉଛନ୍ତି ଯୁବଶିଳ୍ପୀ ପ୍ରଶାନ୍ତ କୁମାର ସାମନ୍ତରାୟ।
#GoodNews #ArgusNews #Odisha #Cuttack #banki #pattachitra #teachers #FreeEducation #art