#ଗାଁରେ_ନାହିଁ_ଡ୍ରେନେଜ_ବ୍ୟବସ୍ଥା
#ଗାଁ_ଦାଣ୍ଡରେ_ଚାଲୁଛି_ପାଣି
ଗାଁରେ ନାହିଁ ଡ୍ରେନେଜ ବ୍ୟବସ୍ଥା। ରାସ୍ତା ଉପରେ ପ୍ରବାହିତ ନଳକୂପ ପାଣି l ଡ୍ରେନ୍ ବ୍ୟବସ୍ଥା କରିବାରେ ପ୍ରଶାସନ ବିଫଳ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
#Mayurbhanj #drainageissues #Odisha #ArgusNews