ସମ୍ବଲପୁର ରେଙ୍ଗାଲି ଠେଲକୁଲିରେ ଥିବା JSW-ଭୂଷଣ କାରଖାନାରେ ବଡ଼ଧରଣର ଅଘଟଣ । ଭୁଶୁଡ଼ିଯାଇଛି ପ୍ଲେଟ୍ ପ୍ଳାଣ୍ଟର ସିଲରି ପଣ୍ଡ୍ । ଫଳରେ ଅନେକ ଅଞ୍ଚଳକୁ ଏହି ପଣ୍ଡ୍ ର ସିଲରି ବା ତରଳ ୱେଷ୍ଟେଜ୍ ଫାଇନ୍ସ ମାଡ଼ିଚାଲିଛି ।
#Sambalpur #Rengali #JSWBhushanfactory #accident #chemicals #ArgusNews