ସୁବର୍ଣ୍ଣପୁର ଜିଲ୍ଳା ବିନିକା ଅଞ୍ଚଳର ହାତୀ ଉପଦ୍ରବ । ବିଳମ୍ବିତ ରାତିରେ ଗାଁ ରେ ପସି ବ୍ୟାପକ ଧାନ ଫସଲ ତଳି ନଷ୍ଟ କରିଛନ୍ତି । ହାତୀ ପଲ କୁ ରୋକିବାରେ ବିଫଳ ହୋଇଛି ବନ ବିଭାଗ । ବିନିକା ଅଞ୍ଚଳବାସୀ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ।
#Subarnapur #Binika #Elephantpoaching #forestdepartment #cropdestroyed #paddyfields #Odisha #ArgusNews