#ଗାଁରେ_ସହର_ଭଳି_ସୁନ୍ଦର_ପାର୍କ !
ଗାଁରେ ପହଞ୍ଚିଛି ସହରୀ ସୁଖ । ଲୋକଙ୍କ ମନୋରଞ୍ଜନ ପାଇଁ ସୃଷ୍ଟି କରାଯାଇଛି ସୁନ୍ଦର ଏକ ଉଦ୍ୟାନ । ଦିନେ ଯେଉଁଠି ଅରମା କଣ୍ଟା ବୁଦାମାନ ଥିଲା ଏବେ ତାହା ରଙ୍ଗବେରଙ୍ଗୀ ଫୁଲ ବଗିଚାରେ ସୁଶୋଭିତ ହୋଇ ପାଲଟିଛି ସେଲଫି ପଏଣ୍ଟ
#ArgusNews #Odisha #GoodNews #Jajpur #SmallPark #Village #Selfipoint