ଗାଁରେ ଅଛନ୍ତି କେତେ ସୁଦକ୍ଷ ହସ୍ତ ଶିଳ୍ପୀ । ଆର୍ଥିକ ଦୁର୍ବଳତା କାରଣରୁ ସେମାନଙ୍କ ଦ୍ରବ୍ୟ ସହରରେ ଷ୍ଟ ଖୋଲି ବିକ୍ରି କରିବା ସମ୍ଭବ ନୁହେଁ । ତେଣୁ ବିଭିନ୍ନ ହସ୍ତକଳା ସହିତ ଜଡିତ ବ୍ୟକ୍ତି ତଥା ଉତ୍ପାଦକ ଦଳର ସାମଗ୍ରୀ ବିକ୍ରି କରିବା ପାଇଁ ପ୍ରସ୍ତୁତ ହୋଇଛି ଜାତୀୟ ସ୍ତରର ଶିଶିର ସରସ ମେଳା
#GoodNews #SisiraSarasaMela #bamboowork #handicrafts #ArgusNews