ଲୋକଙ୍କ ବଳରେ ଚାଲିଛି ନିର୍ବାଚନ ପ୍ରଚାର ।
କିଏ ଧନ ବଳରେ ଲୋକଙ୍କ ମନ ଜିତୁଛି ତ ଆଉ କିଏ ଲୋକଙ୍କ ବଳରେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି କିଛି ନୂଆ ମୁହଁ ସହ କିଛି ନୂଆ ଫଣ୍ଡା । ଏମିତି ଏକ ଖବର ଆସିଛି କଟକ ବଡମ୍ବା ଗୋପୀନାଥପୁରରୁ । ଦେଖନ୍ତୁ ଏହି ରିପୋର୍ଟ
#Cuttack #Badamba #PanchayatElection #ElectionCampaign #ArgusNews