#ଡିଜିଟାଲ_ଯୁଗରେ_ବି_ଅନ୍ଧବିଶ୍ୱାସ
#ଗାଁ_ଦାଣ୍ଡରେ_ବୁଲିଲା_ତାନ୍ତ୍ରିକର_ଖଟ
#ଦେଖିବା_ପାଇଁ_ଛୁଟିଥିଲା_ଶହ_ଶହ_ଲୋକଙ୍କ_ସୁଅ
ଗାଁ ଦାଣ୍ଡରେ କଳାଯାଦୁର ଖେଳ । ଏଘରୁ ସେଘରକୁ ବୁଲିଥିଲା ତାନ୍ତ୍ରିକର ଖଟ । ଚାଲି ଥିଲା ଅବିଦ୍ୟାର ରାଜୁତି । ଆଉ ଏପଟେ ସେହି ଖଟବିଦ୍ୟାର କରାମତି ଦେଖିବା ପାଇଁ ଛୁଟିଥିଲା ଶହ ଶହ ଲୋକଙ୍କ ସୁଅ ।
#narsinghpur #Bed #police #Odisha #ArgusNews