#ଗାଁ_ଲୁକେ_ମିଶି_ବନାଲେ_ରାସ୍ତା
#ଚାନ୍ଦାକରି_ନିର୍ମାନ_କଲେ_ରୋଡ୍
୪ଟା ଗାଁ'ର ଦୁଃଖ୍ ନାଇ ଶୁନଲା ପ୍ରଶାସନ । ହାତେ ବେଲଚା, ଗଇତି ଧରି ଆଗକେ ଆସଲେ ଲୁକେ । ନିଜେ ଶ୍ରମଦାନ କରି ପ୍ରଶାସନକେ ଦେଲେ ଜବାବ୍ । ବଲାଙ୍ଗୀର ପାଟଣାଗଡ ବ୍ଲକ ସାଲେପାଲି ପଞ୍ଚାୟତର ୪ ଟା ଗାଁ।
#Roads #negligence #Construction #Balangir #villagepeople #ArgusNews