ଗାଈ ଖାଇଲେ ଶିଶୁଙ୍କ ଛତୁଆ । ମିଶନ ଶକ୍ତି ଜରିଆରେ ଅଙ୍ଗନବାଡିରେ ମିଳୁଥିବା ଛତୁଆ ନିମ୍ନମାନର ଅଭିଯୋଗ । ପୁରୀ ଡେଲାଙ୍ଗ ବ୍ଲକ ହରିରାଜପୁର ପଞ୍ଚାୟତରେ ଶିଶୁଙ୍କୁ ଦିଆଯାଉଛି ଏଭଳି ନିମ୍ନମାନର ଛତୁଆ । ସେହିଭଳି ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଶୌଚାଳୟ ମରାମତି ହେଉ ନଥିବାରୁ ବାଧ୍ୟ ହୋଇ ପଡ଼ିଆକୁ ଶୌଚ ପାଇଁ ଯାଉଛନ୍ତି ମହିଳା ।
#puri #delanga #MissionShakti #children #lowquality #Odisha #ArgusNews