ଦିର୍ଘଦିନର ନିରବତା ପରେ ପୁଣି ସଜେଇ ହୋଇଛି ଏକାମ୍ର ହାଟ। ଗାନ୍ଧୀ ଜୟନ୍ତୀରେ ପୁନଃଲୋକାର୍ପିତ ହୋଇଛି ରାଜଧାନୀର ଏହି ସହରି ହାଟ। ଏଣିକି ପୁଣି ହସ୍ତକଳାର ସମ୍ଭାର ସହ ବୁଣାକାରମାନଙ୍କୁ ବିକ୍ରିବଟା କରିବାର ସୁଯୋଗ ମିଳିବ । ପାରମ୍ପରିକ ପରିବେଶ ମଧ୍ୟରେ ଆତ୍ୟାଧୁନିକ ଯୁଗର ଝଲକ ଦେଖିବାକୁ ମିଳିବ
#BBSR #ReopenEkamraHata #Odisha #ArgusNews