ଅନ୍ୟମାନଙ୍କ ଭଳି ତୃତୀୟ ଲିଙ୍ଗୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିଛି କେନ୍ଦ୍ର ସରକାରଙ୍କ ଦ୍ବାରା ନିର୍ମିତ ଗାରିମା ଗ୍ରାମ । ଗାରିମା ଗ୍ରାମ ତରଫରୁ ତୃତୀୟ ଲିଙ୍ଗୀମାନଙ୍କୁ ମାଗଣାରେ ରହିବା ଖାଇବା ସହ ଯୋଗାଇ ଦିଆଯାଇଉଛି ବିଭିନ୍ନ ପ୍ରକାର ସହାୟତା।
#ArgusNews #Odisha #ArgusNewsTv #Bhubaneswar #kinner