#ଗାର୍ଲଫ୍ରେଣ୍ଡକୁ_ଖୁସି_କରାଇବା_ପାଇଁ_ଚୋରି
#ମୋବାଇଲ_ଗିଫ୍ଟ_ଦେବା_ପାଇଁ_କରୁଥିଲେ_ଧାନ_ଚୋରି
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ମେଲ୍ଛାମୁଣ୍ଡା ଥାନା ଅନ୍ତର୍ଗତ ଶନିମାଳ ଗାଁରେ । ନିଜ ଗାର୍ଲଫ୍ରେଣ୍ଡକୁ ମୋବାଇଲ ଗିଫ୍ଟ ଦେବାପାଇଁ ଧାନ ଚୋରି କରି ଗାଁ ଲୋକଙ୍କ ହାତରେ ଧାରା ପଡିଛନ୍ତି ଯୁବକ । ଚୋରା ଧାନ ବସ୍ତା ବାଇକ ଯୋଗେ ନେଇ ଯାଉଥିବା ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଯାଇଥିଲେ
#Bargarh #Odisha #ArgusNews