ପ୍ରଥମ ଓଡ଼ିଆ ଫିଜିକାଲ ହ୍ୟାଣ୍ଡିକାଫ୍ଟ ଭାବେ ଗିନିଜ ଓ୍ବାର୍ଲ୍ଡ ରେକଡ କରିବାକୁ ଯାଉଛନ୍ତି ଓଡ଼ିଆ ପୁଅ କମଳା କାନ୍ତ ନାୟକ । ପୁରୀ ଜିଲ୍ଲାର 28 ବର୍ଷୀୟ କମଳା କାନ୍ତ 24 ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ଦୂରତା wheel ଚେୟାରରେ କଭର କରିବା ସହ ଗିନିଜ ୱାର୍ଲଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି
#guniessworldrecord #Puri #kamalakantaNayak #physicalhandicapped #ArgusNews