#ଏସିଏଫ_ସୌମ୍ୟ_ମୃତ୍ୟୁ_ମାମଲା
#ଗିରଫ_ହେବେ_କି_ବିଦ୍ୟାଭାରତୀ?
ବିଦ୍ୟାଙ୍କୁ ତାଙ୍କ ଘରେ ମାରାଥନ୍ ଜେରା କରିଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ପ୍ରାୟ 6 ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିବା ବେଳେ ୭୦ଟି ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡ଼ିଲେ ଆଜି ବି ବିଦ୍ୟାଭାରତୀଙ୍କୁ ଜେରା କରାଯାଇପାରେ ବୋଲି କ୍ରାଇବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
#ACFDeathCase #ParalakhemundiACF #ACFDeathOdisha #Soumyaranjan #Bidyabharti #ACFMurder #Gajapati #CrimeBranch #marathon #ArgusNews #Odisha