ଗୀତ ମାଧ୍ୟମରେ ସରକାରଙ୍କ ନିଦ ଭାଙ୍ଗିବାକୁ ପ୍ରୟାସ । ଦିବ୍ୟାଙ୍ଗ ଦମ୍ପତିଙ୍କ ଅଭିନବ ପ୍ରୟାସ । ଗୁହାରି ଶୁଣ ମଣିମା । ଏ ହେଉଛନ୍ତି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ ସମ୍ବାଇ ପଞ୍ଚାୟତର ପଣ୍ଡେଇ ଗ୍ରାମର ଦିବ୍ୟାଙ୍ଗ ଗଙ୍ଗାଧର ଆଡକାଟିଆ ଓ ମୁକ୍ତାମଣି ଆଡକାଟିଆ । ଉଭୟେ ପତି ପତ୍ନୀ ଦିବ୍ୟାଙ୍ଗ । ଏମାନେ ଦୁନିଆଁ ଦେଖିପାରୁନାହାନ୍ତି ।
#Koraput #husband #wife #blinds #Odisha #ArgusNews