ଭାରତରେ ଟୀକାକରଣ ବିରୋଧରେ ଅପପ୍ରଚାରର ଦୃଢ ପ୍ରତିବାଦ କଲା ନିତୀ ଆୟୋଗ। ଗୁଜବକାରୀ ଉଠାଇଥିବା ପ୍ରଶ୍ନର ତଥ୍ୟ ସହ ନିତୀ ଆୟୋଗ ରଖିଛି ଉତ୍ତର। ଟୀକାକରଣ ବିରୋଧରେ ହେଉଥିବା ଗୁଜବକୁ ବି ନିନ୍ଦା କରାଯାଇଛି
#ArgusNews #Vaccination #India #Nitiayog