#ଗୁଟଖା_କାରଖାନା_ଅଗ୍ନିକାଣ୍ଡ_ଘଟଣାରେ_ବଢିଲା_ମୃତ୍ୟୁ_ସଂଖ୍ୟା
#3_ଶ୍ରମିକଙ୍କ_ମୃତ୍ୟୁ_ପାଇଁ_କେବେ_ବନ୍ଧା_ହେବେ_ମାଲିକ ?
ସମ୍ବଲପୁର ପରଧିଆପାଲି ଗୁଟଖା କାରଖାନ ଅଗ୍ନିକାଣ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା 3ରେ ପହଂଚିଛି । କିନ୍ତୁ ମାଲିକ ବୈଭବ ପାଣ୍ତେଙ୍କୁ ଗିରଫ କରୁନି ପୋଲିସ । ଚାଲିଛି କି ବୈଭବ ବଂଚାଓ ଅଭିଯାନ । ଗୁଟଖା କମ୍ପାନି ମାଲିକଙ୍କ ବିରୋଧରେ କାହିଁକି ଲାଗୁନି ଦଫା 302 । 3 ଶ୍ରମିକଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ?
#Sambalpur #Gutkhafactory #fireaccident #police #Arrest #WorkerDeath #Odisha #ArgusNews