#ଗୁଟଖା_କାରଖାନା_ମାଲିକଙ୍କୁ_ସାତ_ଖୁନ୍_ମାଫ୍
#୪_ଶ୍ରମିକଙ୍କ_ମୃତ୍ୟ_ପରେ_ବି_ଲାଗିଲାନି_ଦଫା_୩୦୨
#ପିସି_ଖାଇ_ଗୁଟଖା_ରାକ୍ଷାସଙ୍କ_ସୁରକ୍ଷାରେ_କି_ଦୁଇ_ମନ୍ତ୍ରୀ
ସମ୍ବଲପୁର ଗୁଟଖା କାରଖାନା ଅଗ୍ନିକାଣ୍ଡରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ବି ଚୁପ୍ ପୋଲିସ-ପ୍ରଶାସନ । ନା ମାଲିକ ବନ୍ଧା ହେଲେ ନା ଲାଗିଲା ଦଫା ୩୦୨ । ଅଭିଯୋଗ ହୋଇଛି ଦୁଇ ମନ୍ତ୍ରୀ ସୁଶାନ୍ତ ସିଂହ ଓ ଦିବ୍ୟ ଶଙ୍କର ମିଶ୍ରଙ୍କ ସୁରକ୍ଷାରେ କାରଖାନା ମାଲିକ ।
#Sambalpur #Gutkhafactory #fireaccident #police #Arrest #WorkerDeath #Odisha #ArgusNews