ସମ୍ବଲପୁର ପରଧିଆପାଲି ଗୁଟଖା କାରଖାନ ଅଗ୍ନିକାଣ୍ତ ଘଟଣା ।
୬ ଜଣିଆ ଯୁଗ୍ମ ତଦନ୍ତ କମିଟିର ତଦନ୍ତ ସରିଛି । ୨ ରୁ ୩ ଦିନ ଭିତରେ ତଦନ୍ତ କମିଟି ଜିଲ୍ଲାପାଲଙ୍କୁ ରିପୋଟ ପ୍ରଦାନ କରିବେ । ଜିଲ୍ଲାପାଳ ଏହାର ସାର୍ବଜାନିନ କରିବେ । ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ସୂଚନା
#Sambalpur #tabacoo #factory #Firemishap #subcollector #ArgusNews