ଗୁଟଖା ଖାଇବାର କରୁଣ ପରିଣତି।
ସେ ଜଣେ ଉଚ୍ଚଶିକ୍ଷିତ କିନ୍ତୁ ଯୁବ ବୟସରେ ଦିନକୁ ଖାଉଥିଲେ 25 ଗୋଟି ଗୁଟଖା ପୁଡ଼ିଆ। କିନ୍ତୁ ବର୍ତ୍ତମାନ 5 ବର୍ଷ ହେଲା କର୍କଟ ରୋଗ ରେ ଆକ୍ରାନ୍ତ। ଚିକିତ୍ସାରେ ଖର୍ଚ୍ଚ ହେଲାଣି 45 ଲକ୍ଷ।
#ArgusNews #Odisha #Berhampur #Tobacco