ସେ ଜଣେ ଉଚ୍ଚଶିକ୍ଷିତ କିନ୍ତୁ ଯୁବ ବୟସରେ ଦିନକୁ ଖାଉଥିଲେ ୨୫ ଗୋଟି ଗୁଠୁଖା ପୁଡ଼ିଆ । କିନ୍ତୁ ବର୍ତ୍ତମାନ ୫ବର୍ଷ ହେଲା କର୍କଟ ରୋଗରେ ଆକ୍ରାନ୍ତ । ଚିକିତ୍ସାରେ ଖର୍ଚ୍ଚ ହେଲାଣି ୪୫ଲକ୍ଷ । ରାଜ୍ୟ ବାହାରେ ହେଉଛନ୍ତି ଚିକିତ୍ସିତ । ଶେଷରେ ଗୁଠୁଖାର କରୁଣ ପରିଣତି କେତେ ଭୟଙ୍କର କରୁଛନ୍ତି ସଚେତନ
#Brahmapur #Cancerday #Tobacco #awarness #ArgusNews