#ଅନ୍ଧବିଶ୍ବାସର_ଅନ୍ଧଗଳି
#ଗୁଣିଗାରେଡି_ସନ୍ଦେହରେ_ରକ୍ତମୁଖା_ସରପଞ୍ଚ
ଗୁଣିଗାରେଡ ସନ୍ଦେହରେ ୧୪ କନ୍ଧ ପରିବାରକୁ ବାସନ୍ଦ। ବଲାଙ୍ଗିରରୁ ଆସିଲା ଦୃଶ୍ୟ। ୧୪ ପରିବାରକୁ ପିଟିପିଟି ଗାଁରୁ ବାସନ୍ଦ କଲେ ସରପଞ୍ଚ। ଆଉ ଥାନାରେ ଅଭିଯୋଗ ପରେ ବି ପୋଲିସ ହାତ ଖାଲି।
#ArgusNews #Odisha #ArgusNewsTv #Bolangir #superstition