ପର୍ବତ ଉପରେ ରହିଛି ଅନେକ ଛୋଟ ବଡ଼ ଗୁମ୍ଫା। ଗୁମ୍ଫା ଭିତରେ ଅଛି ଶିବ ଲିଙ୍ଗ। ଯାହାକୁ ଲୋକେ କୋଟେଶ୍ବର ମହାଦେବଙ୍କ ନାମରେ ନାମିତ କରିଛନ୍ତି। ଗମନାଗମନର ସୁବିଧା ନଥିବା କାରଣରୁ ମହାଦେବଙ୍କୁ ଦର୍ଶନ କରିବା ତ ଦୂରର କଥା ପ୍ରତିଦିନ ପୂଜା ମଧ୍ୟ ପାଇ ପାରୁନାହାନ୍ତି ।
#ArgusNews #Odisha #Berhampur #Surada #touristplace #ShivTemple