#ରାଜରାସ୍ତାକୁ_ଓହ୍ଲାଇଲେ_ଶତାଧିକ_ଚାଷୀ
#ଋଣ_ଜାଲିଆତି_ଘଟଣାରେ_କେବେ_ଗିରଫ_ହେବେ_ସମବାୟ_ମନ୍ତ୍ରୀ
ଗୁରୁଡିଝାଟିଆ ସମବାୟ ସ୍କାମକୁ ନେଇ ବିବାଦରେ ସ୍ବାଇଁ ବ୍ରଦର୍ସ। ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନ। କାହିଁକି ମନ୍ତ୍ରୀଙ୍କ ଭାଇଙ୍କୁ ଗିରଫ କରୁନି ପୋଲିସ। ଅନ୍ୟପଟେ ଦୁର୍ନୀତି ବିରୋଧରେ ଏକାଠି ହୋଇଛନ୍ତି ଶହଶହ ଚାଷୀ।
#SamabayaScam #RajaSwain #Athagarh #Odisha #ArgusNews