#ଗୁରୁତର_ନଥିଲେ_ହସ୍ପିଟାଲ_ଆସନ୍ତୁ_ନାହିଁ
#ମାଇନର_ସର୍ଜରୀ_ନୁହେଁ
#କେବଳ_ଜରୁରୀକାଳୀନ_ସର୍ଜରୀକୁ_ଦିଆଯିବ_ପ୍ରାଥମିକତା
ରାଜ୍ୟରେ ମାଡିଚାଲିଛି କରୋନା । ପୁଣି ଦୈନିକ ସଂକ୍ରମଣ ୧୦ହଜାର ପାର କରିଛି । ଅନ୍ୟପଟେ ମେଡିକାଲ ପାଇଁ ଜାରି ହୋଇଛି ସ୍ବତନ୍ତ୍ର ଗାଇଡଲାଇନ୍ । ଗୁରୁତର ନଥିଲେ ହସ୍ପିଟାଲ ନଆସିବାକୁ ପରାମର୍ଶ ଦିଆଯାଇଛି । ଉଭୟ କ୍ୟାପିଟାଲ ଓ ଏସସିବିର କର୍ମଚାରୀମାନେ କରୋନାରେ ସଂକ୍ରମିତ ହେଲେଣି ।
#Bhubaneswar #COVID19 #Corona_Virus #CapitalHospital #Cuttackacb #covidguidelines #OdishaCM #Odisha #ArgusNews