ଗୁହାଳରେ ବନ୍ଧା ପଡିଛି ଜୀବନ । ଏଇଠି ବିତୁଛି ଦିନ ...ଏଇଠି ବିତୁଛି ରାତି। ଜରିପାଲର ଘର ଭିତର ଗୋଟିଏ ପାର୍ଶ୍ବରେ ଇନ୍ଦ୍ରମଣିଙ୍କର 6 ପ୍ରାଣୀ କୁଟୁମ୍ବ ରହୁଥିବା ବେଳେ ଅନ୍ୟପଟେ ଗାଇଗୋରୁ ବନ୍ଧା ହୁଅନ୍ତି। ଏଇଠି ହୁଏ ରୋଷୋଇବାସ ସହ ବସା ଉଠା। ସେଥିରେ ପୁଣି ବୃଦ୍ଧ ବାପା ମା’ ଙ୍କ ଉପରେ ବୋଝ ପାଲଟିଛି ଭିଣ୍ଡିଆ ପୁଅ। ଏହେଉଛି ପୁରୀ ଦଣ୍ଡା ଗାଁର ଇନ୍ଦ୍ରମଣି ନାୟକଙ୍କ ପରିବାର।
#ArgusNews #ArgusNewsTV #Odisha #Puri #HelpforIndramani