ପ୍ରଭୁ ଜଗନ୍ନାଥଙ୍କ ଫୋଟ ଧରି ଘଣ୍ଟ ବାଡ଼େଇ ଗୃହ ଭିତରେ ଓ ବାହାରେ ବିରୋଧୀଙ୍କ ପ୍ରତିବାଦ । ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିରୋଧୀଙ୍କ ହଙ୍ଗାମା । ଲଗାତାର ଷଷ୍ଠ ଦିନରେ ବି ବିଧାନସଭାରେ ମମିତା ତାତି । ୪ ଯାଏ ଗୃହ ମୁଲତବି ।
#Assemble #BJPProtest #MamitaMurderCase #DibyashankarMishra #ArgusNews