ସମ୍ପର୍କୀୟଙ୍କ ପୁଅକୁ ପାଞ୍ଚବର୍ଷ ଧରି ଲାଳନ ପାଳନ କରୁକରୁ ସଞ୍ଜୟ ବିଷୋୟୀ ଭୁଲି ଯାଇଥିଲେ ନିସନ୍ତାନର ଦୁଃଖ । ଦିନ ଗଡୁଗଡୁ ଭାଗ୍ୟକୁ, ରାସ୍ତା କଡ଼ରୁ ତାଙ୍କୁ ମିଳିଥିଲା ତିନି ମାସ ତଳେ ଏକ ଶିଶୁ କନ୍ୟା । ଉଭୟଙ୍କୁ ପାଳନ ପୋଷଣ କରି ସଞ୍ଜୟ ଓ ତାଙ୍କ ସ୍ତ୍ରୀ ଏବଂ ପରିବାର ଲୋକେ ଭୁଲି ଯାଇଥିଲେ ସନ୍ତାନ ସନ୍ତତି ଦୁଃଖ ।କୌଣସି ବାଛ ବିଚାର ନକରି ପରିବାର ସଦସ୍ୟ ସ୍ନେହ ଓ ପ୍ରେମ ଦେଇ ବଡ କରୁଥିଲେ ଏମାନଙ୍କୁ ।
#brahmapur #HomeGuard #Merchant #ChildRescue #Odisha #ArgusNews