#ରାଜ୍ୟରେ_ହେଲା_କି_ଓମିକ୍ରନର_ଗୋଷ୍ଠୀ_ସଂକ୍ରମଣ ?
#ଗୋଟିଏ_ଦିନରେ_ଚିହ୍ନଟ_23_ଜଣଙ୍କ_ମଧ୍ୟରୁ_12_ଜଣଙ୍କ_ବିଦେଶ_ଫେରାନ୍ତ_ହିଷ୍ଟ୍ରି_ନାହିଁ
ଓମିକ୍ରନକୁ ନେଇ ରାଜ୍ୟରେ ବଢିଲା ବିପଦ। କାରଣ ଚିହ୍ନଟ ୨୩ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କର କୌଣସି ବିଦେଶ ଫେରାନ୍ତ ହିଷ୍ଟ୍ରି ନାହିଁ। ଏହାସହ ଟେଷ୍ଟି କମିବା ଏବଂ ସଂକ୍ରମଣ ବଢିବା ପରେ ଚିନ୍ତା ଦ୍ବିଗୁଣିତ ହୋଇଛି। ସଂକ୍ରମଣର ମୁକାବିଲା ପାଇଁ ୧୫ ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ଆରମ୍ଭ ହୋଇ।
#Odisha #ArgusNews #covid #Corona_Virus #Omicron #virus #transition