#ପ୍ରତିଶୃତି_ପାଲଟିଛି_ପ୍ରତାରଣା !
ନିର୍ବାଚନ ଜିତିବାକୁ ନେତାମାନେ ଦେଇଥିବା ପ୍ରତିଶୃତି ଏବେ ପ୍ରତାରଣା ପାଲଟିଛି । ଘଟଣା ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ରାଜରପୋଖରୀ ପଞ୍ଚାୟତ ଅନ୍ତର୍ଗତ ଗଦଳା ଗ୍ରାମର । ଗୋଟିଏ ନଳକୂପ ଉପରେ ଗାଁ ସାରା ଲୋକ ନିର୍ଭର
#bhadrak #waterproblem #basudevpur #gadala #panchayatelection #ArgusNews #odisha