ବ୍ରଜରାଜନଗର ମାଆ ଓ ଦୁଇ ଝିଅଙ୍କୁ ହତ୍ୟା ଘଟଣା । ହତ୍ୟା ପଛରେ ସ୍ବାମୀଙ୍କ ହାତ ଥିବା ସନ୍ଦେହ କରାଯାଉଥିବାବେଳେ ଆଜି ସ୍ବାମୀଙ୍କ ମୃତଦେହ ଗାଁର ଏକ କୂଅରୁ ଉଦ୍ଧାର ହୋଇଛି । ଗୋଟିଏ ପରିବାରର 4 ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗତକାଲି ପତ୍ନୀ ଓ ଦୁଇ ଛୁଆଙ୍କ ମୃତଦେହ ଉଦ୍ଧାର ହୋଇଥିଲା ହତ୍ୟାକାଣ୍ଡର କାରଣ ଓ ତା ପଛରେ କିଏ ତାର କାରଣ ଖୋଜୁଛି ପୋଲିସ ।
#Jharsuguda #Brajarajnagar #Police #Odisha #ArgusNews