ଓଡ଼ିଆରେ ବ୍ରହ୍ମପୁର ଇଂରାଜୀରେ ବେରହମପୁର। ଯେଉଁ ନାମଫଳକ ବ୍ରହ୍ମପୁର ସୁଚାଉଛି ସେହି ନାମ ଫଳକ ବେରହମପୁର ମଧ୍ୟ ସୁଚାଉଛି। ଏଥି ପାଇଁ ଛୋଟ ଠାରୁ ବଡ଼ ଯାଏଁ ସବୁବେଳେ ଦ୍ଵନ୍ଦରେ ଅଞ୍ଚଳବାସୀ।ବାହାରୁ ଆସୁଥିବା ଲୋକ ତ ସହରର ନାମ କୁ ନେଇ କନଫ୍ୟୁଜନ ହୁଅନ୍ତି
#ArgusNews #Odisha #NewsChannel #ArgusNewsTV #Brahmapur #Name_Plate