ପୂର୍ବ ଲଦାଖ ଗଲୱାନ ଘାଟି, ଗୋଟେ ପଟେ ଘାଇ ତ ଅନ୍ୟପଟେ ନଈ, ତଳେ କେବଳ ପଥର ଆଉ ପଥର । ଯବାନଙ୍କ ପାଇଁ ଏଠାରେ ଗୋଡକୁ ସନ୍ତୁଳିତ କରି ଠିଆ ହେବା ସବୁଠୁ ଆହ୍ବାନପୂର୍ଣ୍ଣ । ଭାରତୀୟ ସୀମା ଭିତରକୁ ପଶିବାକୁ ଚୀନ ଚଳାଇଥାଏ ଚାଲବାଜି । 45 ବର୍ଷର ବ୍ୟବଧାନରେ ରକ୍ତମୁଖା ସାଜିଥାଏ ଡ୍ରାଗନ । ଆଉ ତା ପରେ ଯାହା ଘଟିଗଲା ତାହା ଚିରସ୍ମରଣୀୟ ହୋଇ ରହିଗଲା
#ArgusNews #Odisha #SaheedSalaam #kandhamal #Raikia #SaheedChandrakantaPradhan