ପୁରୀ ବଡଦାଣ୍ଡ ରଥଖଳାରେ ସମସ୍ତ ବିଶ୍ୱକର୍ମା, ମହାରଣା ଓ ଭୋଇସେବକ ମାନଙ୍କ ପାଦ ଧୋଇ ସେମାନଙ୍କୁ ସମ୍ବୋଧିତ କଲା ଜଗନ୍ନାଥ ସେନା । ସମସ୍ତ ସେବକ ମାନଙ୍କ ବେକରେ ଗାମୁଛା ପକାଇ ସମ୍ମାନିତ କରିଲେ ପିକୁ ପଟ୍ଟନାୟକ ।
#Puri #rathyatra #respect #jagannathsena #pikupattnaik #Odisha #ArgusNews