ଭୁବନେଶ୍ୱର ପଳାଶୁଣି କପିଳେଶ୍ୱର ବିହାର ଲେନ 6ରେ ଜଣେ ବ୍ୟକ୍ତିଙ୍କ ତଳ ମହଲା ଗାଧୁଆ ଘରେ ପଶି ଯାଇଥିଲା ଏକ ଗୋଧି । ଗୋଧିଟି ବାହାର କାନ୍ଥରେ ଲାଗିଥିବା ପ୍ଲାଷ୍ଟିକ ପାଇପକୁ ଧରି ଉପରକୁ ଉଠି ସ୍କାଇ ଲାଇଟ ପଟେ ପଶି ଗାଧୁଆ ଘରେ ଖସି ପଡ଼ିଥିଲା । ଆଉ ବାହାରି ନପାରି କେବଳ ସେଇ ଗାଧୁଆ ଘର ଭିତରେ ଏପଟ ସେପଟ ହେଉଥିଲା ।
#ArgusNews #ArgusNewsTV #Odisha #Bhubaneswar #LIzard