ବିଜେଡି ପିଲା ବୋଲି ସବୁ ମାଫ୍। ବୋମା ମାଡ଼ କରିବାକୁ , ଲୁଟ୍ କରିବୁ। ଏକରତରଫା ପ୍ରେମରେ ବିଫଳ ହେବା ପରେ ପ୍ରେମିକାର ଘରେ ବୋମାମାଡ଼ କରିଛି ପ୍ରେମିକ । ଅଭିଯୋଗ କଲେ ବିଜେଡି ପାୱାର ଦେଖାଇ ଧମକ ଦେଇଛନ୍ତି ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ଖାସ୍ ରଶ୍ମିରଞ୍ଜନ ପାତ୍ର ଓରଫ୍ କୁନା।
#ArgusNews #Odisha #ArgusNewsTv #cuttack #bjdgundagiri