#ରଙ୍ଗେଇଲୁଣ୍ଡା_ବ୍ଲକ_ଉପାଧ୍ୟକ୍ଷଙ୍କୁ_କାହିଁକି_ଗିରଫ_କରୁନି_ପୋଲିସ
#ଥାନାରେ_ପଶି_ମହିଳା_କନଷ୍ଟେବଳଙ୍କୁ_ବିଜେଡି_ନେତାଙ୍କ_ମାଡ଼_ଘଟଣା
ରଙ୍ଗେଇଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ ଏବଂ ଗାଇସିଲଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ । ଉଭୟଙ୍କ ନାଁରେ ଥାନାରେ ମାମଲା । ହେଲେ କାହାରିକୁ ଗିରଫ କରିନି ପୋଲିସ । ଅଜିତଙ୍କ ନାଁରେ ମେ ୩ ତାରିଖ ଗୋଳନ୍ଥରା ଥାନା ହାଜତ ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରୁଜୁ ହେଲା ହତ୍ୟା ମାମଲା ।
#Rangeilunda #BlockVicePresident #PranaySahu #AjitDas #Golantharapolice #HighCourtorder #Odisha #ArgusNews