ମୟୁରଭଞ୍ଜ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଦେବାନବାହାଳି ପଞ୍ଚାୟତର ସିରିଆପାଳ ଗାଁ । ଗାଁ କୁ ଆଜି ଯାଏ ନାହିଁ ପକା ସଡ଼କ । ସୋନ ନଦୀରେ ବ୍ରିଜ ଟିଏ ପାଇଁ ବାରମ୍ବାର ଦାବି କରୁଛନ୍ତି ଗାଁ ଲୋକେ କିନ୍ତୁ କୈାଣସି ବି ଫଳ ମିଳୁ ନାହିଁ । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ସ୍ଥାନୀୟ ବାସିନ୍ଦା
#Mayurbhanj #Kaptipada #SonaRiver #Bridge #OidshaGovt #ArgusNews