#ରାସ୍ତା_ନାହିଁ_ତ_ଭୋଟ_ନାହିଁ
ବାଟ ହୁଡିଛି ଯୋଜନା। କେଲକୋଇ ବ୍ଳକ ଅନ୍ତର୍ଗତ ତାଳପଦା ପଞ୍ଚାୟତର ମୁଣ୍ଡାସାହିର ଏହି ଦୁର୍ଗମ୍ୟ ଅଞ୍ଚଳରେ ପହଞ୍ଚି ପାରୁନି ବିକାଶ। ପାହାଡ ଚିରି ଗାଁ ମଝି ଦେଇ ନଦୀ ତ ବୋହି ଯାଇଛି, ମାତ୍ର ଏମାନଙ୍କ ଭାଗ୍ୟ ପାହାଡ ତଳେ ଚାପି ହୋଇଯାଇଛି। ପ୍ରତିଥର ନିର୍ବାଚନ ପୂର୍ବରୁ ଏମାନଙ୍କୁ ସ୍ବପ୍ନ ଦେଖାନ୍ତି ନେତା, ମାତ୍ର ଏଥର ଭୋଟ ବର୍ଜନ କରିବାକୁ ରୋକଠୋକ ଶୁଣାଇ ଦେଇଛନ୍ତି ଏମାନେ।
#Keonjhar #Telkoi #Development #elections #publicdemand #Votebarjan #ArgusNews