#ଗ୍ରାମ୍ୟ_ଉନ୍ନୟନ_ବିଭାଗରେ_ବଡ_କେଳାଙ୍କାରୀ
#ପିସି_ଗ୍ରାସ_କରିଛି_ବିଭାଗକୁ
ଗ୍ରାମ୍ୟ ଉନ୍ନୟନ ବିଭାଗରେ ଚାଲିଛି ଠିକାଦାର ପୋଷା । ମାଟି ଉପରେ ସିମେଣ୍ଟ ଢାଳି ଲୁଟ୍ ହେଉଛି କୋଟିକୋଟି ଟଙ୍କା । ସ୍ଥିତି ଏମିତି ହୋଇଛି ଯେ, 5 କୋଟି ଟଙ୍କା ଚଳୁ କରିବା ପାଇଁ ବଡ ଯୋଜନା ହୋଇଛି । ଆଉ ଏପରି ଅଭିଯୋଗ ଆସିଛି ଖୋଦ୍ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀରେ.... ଆଉ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିଭାଗରେ କେମିତି ଚାଲିଛି ବିକାଶ କାମ ଦେଖନ୍ତୁ ଏହି ରିପୋର୍ଟରେ
#PC #scam #Cuttack #Mahanga #construction #constructionwork #road #issues #Odisha #ArgusNews #guardwall