#ଗ୍ରାମ୍ୟ_ଜଳ_ଯୋଗାଣ_ଓ_ପରିମଳ_କାର୍ଯ୍ୟାଳୟରେ_ପଡିଲା_ତାଲା
ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ପଡିଲା ତାଲା । ଜିଲ୍ଲାପରିଷଦ ସଭ୍ୟଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଅନୁଦାନ ରାଶି ଖର୍ଚ୍ଚ ନହେବାରୁ ନେଲେ ଚରମ ନିଷ୍ପତ୍ତି ।
#Mayurbhanj #Watersupply #office #Complaint #Odisha #ArgusNews