#ଗ୍ରାମ_ବିକାଶର_ବାସ୍ତବ_ଚିତ୍ର
ଗାଁକୁ ଅପହଞ୍ଚ ସରକାରୀ ଯୋଜନା । ରାସ୍ତା ନଥିବାରୁ ଗାଁରେ ପଡୁନି ସରକାରୀ ବାବୁଙ୍କ ପାଦ ।
ନାହିଁ ନାହିଁର ଗାଁ , ଆଜି ବି ଅପହଞ୍ଚ ଯୋଜନା। ସରକାରୀ ସହାୟତା ଏପର୍ଯ୍ୟନ୍ତ ଗାଁ ମୁଳଦୁଆ ମାଡିନି ।
#ArgusNews #ArgusNewsTV #Odisha #Sundargarh #GovernmentYojanaFailed