ଗ୍ରୋସେରି ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ। 15 ପ୍ରକାରର 112 ଲିଟର ବିଦେଶୀ ମଦ ଜବତ। ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ପଦରବାଲିର କାଳୁଆ ଛକ ନିକଟରେ ଥିବା ଗ୍ରୋସେରି ଦୋକାନରୁ ମଦ ଜବତ ହୋଇଥିବା ସୂଚନା
#ArgusNews #Odisha #Bramhapur #WineSeized #Seized