ଗ୍ୟାଙ୍ଗଷ୍ଟର ହାଇଦର ମୃତ ଘଟଣା । ସାରା ରାଜ୍ୟରେ ଚର୍ଚ୍ଚିତ ଖବର । ତେବେ ବର୍ତ୍ତମାନ ହାଇଦରର ମୃତଦେହ ବାଲେଶ୍ବର ମେଡିକାଳର ଶବଗୃହରେ ରହିଥିବା ବେଳେ ଆଉ କିଛି ସମୟ ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପ୍ରକ୍ରିୟା ଚାଲିଛି ।
#ArgusNews #ArgusUpdate #Odisha #HaiderEncounter