ଅକଲ ଖଟାଇଛନ୍ତି ଭୁବନେଶ୍ଵରର ଗ୍ୟାରେଜ୍ ମିସ୍ତ୍ରୀ ଗଙ୍ଗା ପଟନାୟକ । ଗଙ୍ଗା ନେକ୍ସଟ ଲେଭଲ ମୋଡିଫିକେସନ ନାଁରେ ଏକ ଗ୍ୟାରେଜ ଖୋଲି ଦେଖାଉଛନ୍ତି ତାଙ୍କ କାରିଗରୀର କମାଲ । ଦିଲ୍ଲୀରୁ ଉପକରଣ ମଗାଇ ପୁରୁଣା ଦୁଇ ଚକିଆ ଓ ତିନି ଚକିଆ ଗାଡିକୁ ସଜାଡି କରୁଛନ୍ତି ଚକାଚକ । ପାଖରେ ମେକାନିକାଲ ଇଂଜିନିୟରର ଡିଗ୍ରୀ ନାହିଁ ସତ ହେଲେ ତାଙ୍କର ଅଭିଜ୍ଞତା ଓ କୁଶଳୀ ହାତ ଦଦରା ପୁରୁଣା ଗାଡିକୁ ଦେଉଛି ସୁପର ପାୱାର ।
#Garage #Mistry #Craftsmanship #Bhubaneswar #GangaNextLevelModification #Dilhi #MechanicalEngineer #GoodNews #bike #fourWheeler #Odisha #ArgusNews