ଘଟଣାକୁ ଚପାଇବା ପାଇଁ କେତେ ଟଙ୍କା ନେଇଛି ବିଜୁ ଜନତା ଦଳ ! କାହିଁକି ଗୁଟକା ମାଲିକଙ୍କୁ ଦିଆଯାଉଛି ସୁରକ୍ଷା । ଏ ଗୁଟକା କମ୍ପାନୀର ଇତିହାସ କହୁଛି, ଏମାନେ ରାଜନୈତିକ ଦଳଙ୍କୁ ମୋଟା ଅଙ୍କର ଟଙ୍କା ଦିଅନ୍ତି : ଟଙ୍କଧର ତ୍ରିପାଠୀ, ବିଜେପି ରାଜ୍ୟ ସଂପାଦକ
#FactoryFire #Allegations #Controversy #tobacco #Odisha #ArgusNews