ଘରୁ ବାହାରିଲା ୧୦ କୁଇଣ୍ଟାଲ ଗଞ୍ଜେଇ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟ ଘରୁ ବିପୁଳ ଗଞ୍ଜେଇ ଜବତ । ଜଣେ ଫେରାର ଥିବା ବେଳେ ଜଣେ ଗିରଫ । ଗଞ୍ଜେଇ ଠାବ କଲା ଅବକାରୀ ଗୁଇନ୍ଦା ବିଭାଗ ।
#Ganjam #Berhampur #cannabisseized #Ganja #arrested #Odisha #ArgusNews